ଓଃ କି ଦାରୁଣ ଦୃଶ୍ୟ! ବନ୍ୟା ଜଳରେ ଭାସୁଛି ମା’ର ଶବ, ଟାଣି ଟାଣି ଆଣୁଛି କୁନି ପୁଅ, କରୁଣ ଭିଡିଓ ଦେଖି ଆଖିରେ ରହୁନିି ଲୁହ
ଓଡିଶା ଭାସ୍କର: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଯେକୌଣସି ଲୋକର ଆଖିରୁ ଲୁହ ଖସାଇଦେଇପାରେ । ଏହି ଭିଡିଓଟି ପଞ୍ଜାବର। ବନ୍ୟାବେଳେ କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟ ଲକ୍ଷ ଲକ୍ଷ ହୃଦୟକୁ ଥରାଇ…

