ଆଶ୍ଚର୍ଯ୍ୟ: ନବଜାତ ଶିଶୁ ପେଟରେ ବଢୁଛନ୍ତି ଆଉ ୨ ଜାଆଁଳା ଛୁଆ, ଏହା କିପରି ସମ୍ଭବ!
କର୍ଣ୍ଣାଟକ: ଥରେ ଭାବନ୍ତୁ ଏକ ନବଜାତ ଶିଶୁ ଗର୍ଭଧାରଣ କରିଥିବ। ତାହା ପୁଣି ତା ପେଟରେ ଜାଆଁଳା ଛୁଆ ଥିବାର ଜଣାପଡିବ। କଥାଟି କାହାକୁ ବା ଆଶ୍ଚର୍ଯ୍ୟ ନଲାଗିବ। ହେଲେ ଏପରି ଏକ ସତ ଘଟଣା ଏବେ ସାମ୍ନାକୁ ଆସିଛି।…

