ନେପାଳରେ ନୂଆ ଅଧ୍ୟାୟ ଆରମ୍ଭ ହେଲା, ସୁଶୀଲା କାର୍କୀ ହେଲେ ମଧ୍ୟବର୍ତ୍ତୀକାଳୀନ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
ନେପାଳ: ନେପାଳରେ ହିଂସାତ୍ମକ ପ୍ରତିବାଦ ପରେ ଦେଶ ଏକ ବଡ଼ ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଥିଲା। କେପି ଶର୍ମା ଓଲିଙ୍କ ସମେତ ଅନେକ ବରିଷ୍ଠ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ।
ଏହି ସମୟରେ ନେପାଳର…

