Intermittent Fasting କରୁଥିଲେ ସାବଧାନ! ନଚେତ୍ ଭୋଗିପାରନ୍ତି ଏହି ସମସ୍ୟା
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସବୁଠି ଇଣ୍ଟରମିଟେଣ୍ଟ ଫାଷ୍ଟିଂର ଚର୍ଚ୍ଚା । କେତେକ କୁହନ୍ତି ଯେ ଆପଣ ଶୀଘ୍ର ଓଜନ ହ୍ରାସ କରିପାରିବେ, ଆଉ କେତେକ କହୁଛନ୍ତି ଯେ ରକ୍ତରେ ଶର୍କରା ନିୟନ୍ତ୍ରଣକୁ ଆସିବ । କିନ୍ତୁ ଏହା…

