ପାଣି ବିକଳରେ ମରିବ ପାକିସ୍ତାନ, ସିନ୍ଧୁ ପରେ ଏହି ନଦୀରେ ବନ୍ଧ ବାନ୍ଧିଲା ଭାରତ, ପଡୋଶୀ ଦେଶ ପାଖେ ନାହିଁ କିଛି ବିକଳ୍ପ
Indus Water Treaty: ଗତ ବର୍ଷ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା। ଭାରତ ସିନ୍ଧୁ ନଦୀ ପ୍ରଣାଳୀର ନଦୀଗୁଡିକରୁ ଜଳ ପ୍ରବାହକୁ ବନ୍ଦ କରିବା…
