ୟୋ-ୟୋ ଟେଷ୍ଟ ପାସ୍ କଲେ ରୋହିତ ଶର୍ମା, ହେଲେ କାହିଁକି ହେଲାନି ବ୍ରୋଙ୍କୋ ଟେଷ୍ଟ, ସାମ୍ନାକୁ ଆସିଲା ବଡ଼ କାରଣ
ନୂଆଦିଲ୍ଲୀ: ଆସିଲା ବଡ଼ ଖବର। ରୋହିତ ଶର୍ମାଙ୍କର ହେଲାନି ବ୍ରୋଙ୍କୋ ଟେଷ୍ଟ। କିଛି ଦିନ ପୂର୍ବରୁ ଯାହା ସବୁଠୁ ଚର୍ଚ୍ଚାର ବିଷୟବସ୍ତୁ ଥିଲା କି ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କର ହେବ ବ୍ରୋଙ୍କୋ…

