ଟାଇମ କ୍ୟାପ୍ସୁଲ୍ରେ କାହିଁକି ବନ୍ଦ ହେଲା iPhone 17 Pro ? ଏବେ ୨୦ ବର୍ଷ ପରେ ହିଁ ଖୋଲିବ
iPhone 17 Pro in Time Capsule: ଗତବର୍ଷ ଲଞ୍ଚ୍ ହୋଇଥିବା iPhone 17 Pro ଅନେକ ଦୃଷ୍ଟିକୋଣରୁ ବିଶେଷ ରହିଛି। ନୂଆ ଡିଜାଇନ ଏବଂ କଲର ଅପ୍ସନ ସହ ଆସିଥିବା ଏହି ଆଇଫୋନ୍କୁ ଲୋକେ ବେଶ ପସନ୍ଦ କରିଛନ୍ତି। ଏହାପରେ…

