ସରିଲା ଅପେକ୍ଷା, ଆରମ୍ଭ ହେଲା iPhone 17 ସେଲିଂ; ଗେରୁଆ ରଙ୍ଗର ବଢିଲା ଡିମାଣ୍ଡ, ଜାଣନ୍ତୁ ଶସ୍ତାରେ କେଉଁଠି ମିଳିବ
ନୂଆଦିଲ୍ଲୀ: Apple iPhone 17 ସିରିଜର ବିକ୍ରୟ ଆଜିଠାରୁ ଆରମ୍ଭ ହେଉଛି। ସେପ୍ଟେମ୍ବର 9 ତାରିଖରେ ଆରମ୍ଭ ହୋଇଥିବା ଏହି ଲାଇନଅପରେ ଚାରୋଟି ମଡେଲ ଅନ୍ତର୍ଭୁକ୍ତ: iPhone 17, iPhone Air, iPhone 17 Pro, ଏବଂ…

