ଅର୍ଶ ଭଳି ଯନ୍ତ୍ରଣାରୁ ଦେବ ମୁକ୍ତି, ପାଖ ମାଡ଼ିବନି ରୋଗ, ଦହିରେ ମିଶାନ୍ତୁ ଏହି ଜିନିଷ
ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ଅନେକ ପ୍ରକାରର ଜିନିଷ ଖାଇଥାଉ ଏବଂ ସେଥିମଧ୍ୟରୁ ଗୋଟିଏ ହେଉଛି ବୁଷି। ବୁଷି ହେଉଛି ପ୍ଲାଣ୍ଟାଗୋ ଓଭାଟା ନାମକ ଏକ ଗଛର ମଞ୍ଜି। ବୁଷିକୁ ସାଇଲିୟମ୍ ହସ୍କ ମଧ୍ୟ କୁହାଯାଏ।…

