ଜମି ଦେବାକୁ ମାଲିକ ରାଜି, ହେଲେ ସରକାର ଏକଦମ ଚୁପ! ମୁଣ୍ଡ ନେବାକୁ ଚାହିଁ ବସିଛି ଅଧାପନ୍ତରିଆ ବ୍ରିଜ୍….
ଭୁବନେଶ୍ୱର: ଦୁର୍ବଳ ବ୍ରିଜ୍ ଉପରେ ଗଡ଼ି ଚାଲିଛି ଭାରିଯାନ। ଯେ କୌଣସି ମୁହୂର୍ତ୍ତରେ ଘଟିଯାଇପାରେ ବଡ ଅଘଟଣ। ଆମେ କହୁଛୁ ଯାଜପୁରରୋଡ - ଡ଼ୁବୁରୀ ମୁଖ୍ୟ ରାସ୍ତାରେ ଥିବା ମାନଗୋବିନ୍ଦପୁର ଫ୍ଲାଏ ଓଭର ବ୍ରିଜ କଥା ।…
