Earthquake: ବର୍ଷ ଆରମ୍ଭରୁ ଭୂକମ୍ପ ଝଟକା; ଥରିଲା ମାଟି, ଭୟରେ ଘରୁ ଧାଇଁଲେ ଲୋକେ, ଚାରିଆଡ଼େ ଆତଙ୍କ
ଶ୍ରୀନଗର: ନୂଆ ବର୍ଷ ଆରମ୍ଭରୁ ଜାମ୍ମୁ ଏବଂ କାଶ୍ମୀରରେ ଭୟର ବାତାବରଣ । ନୂତନ ବର୍ଷ ପାଳନ କରି ସମସ୍ତେ ଶୋଇ ପଡ଼ିଥିବା ବେଳେ ହଠାତ ଥରିଲା ମାଟି । କାରଣ ଜାନୁଆରୀ 1 ତାରିଖ ସକାଳୁ ସେଠାରେ ଭୟଙର୍କର ଭୂକମ୍ପ ଅନୁଭୂତ…

