IND vs BAN Playing 11: ଟିମରୁ ବାହାରିବେ ବୁମରାହ ! ଏହି ୧୧ ଜଣଙ୍କୁ ନେଇ ପଡିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର
ନୂଆଦିଲ୍ଲୀ: ଏସିଆ କପ୍ 2025ର ସୁପର 4 ସିରିଜରେ ପାକିସ୍ତାନକୁ ପରାସ୍ତ କରି ଧମାକାଦାର ଆରମ୍ଭ କରିଥିଲା ଭାରତୀୟ କ୍ରିକେଟ୍ ଦଳ । ଏବେ, ସେମାନେ ପରବର୍ତ୍ତୀ ମ୍ୟାଚ୍ରେ ବାଂଲାଦେଶ ସହ ମୁକାବିଲା କରିବେ। ଏହି ମ୍ୟାଚ୍…

