fbpx
Browsing Tag

jasprit bumrah

ରୋହିତଙ୍କ ସହ ‘Mumbai Indians’ ଛାଡ଼ିବେ ଷ୍ଟାର ଖେଳାଳି! ଦଳରୁ ବିଦାୟ ନେଇପାରନ୍ତି ସୂର୍ଯ୍ୟକୁମାର-ବୁମରାହ

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଚର୍ଚ୍ଚାର ବିଷୟ ପାଲଟିଛି । ରୋହିତଙ୍କୁ ନେତୃତ୍ୱରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା…

IND vs ENG ଶେଷ ଟେଷ୍ଟରେ କାହାକୁ ମିଳିବ ସୁଯୋଗ? କ’ଣ ରହିବ ଭାରତର Playing-11

ଓଡ଼ିଶା ଭାସ୍କର: ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ ପାଇଁ ପ୍ରସ୍ତୁତ ରହିଛି ଟିମ ଇଣ୍ଡିଆ । ସିରିଜର ୪ଟି ଟେଷ୍ଟରୁ ୩-୧ରେ ସିରିଜ ହାତେଇ ସାରିଥିବା ବେଳେ ଭାରତ ଏହାକୁ ୪-୧ରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ।…

ଶେଷ ଟେଷ୍ଟ ପୂର୍ବରୁ ଲଣ୍ଡନ୍ ପହଞ୍ଚିଲେ କେ.ଏଲ ରାହୁଲ: ବୁମରାହଙ୍କ କମବ୍ୟାକକୁ ନେଇ ବଡ଼ ଅପଡେଟ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଉପରେ ଏବେ ଭାରତ ଆଧିପତ୍ୟ ହାସଲ କରିସାରିଛି । ତେବେ ମାର୍ଚ୍ଚ ୭ ତାରିଖରୁ ସିରିଜର ଶେଷ ମ୍ୟାଚ ଖେଳିବେ ଉଭୟ ଦଳ । ଭାରତ ଏହି ସିରିଜରେ ୩-୧ରେ ଅଜୟ ଅଗ୍ରଣୀ ପାଇଥିଲେ ମଧ୍ୟ…

IND vs ENG: ବୁମ୍ରାଙ୍କ ବଦଳରେ ଖେଳିବେ ଏହି ବୋଲର; ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ପାଇଁ ସାଜିବେ କାଳ

ନୂଆଦିଲ୍ଲୀ: ତୃତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ୪୩୪ ରନ୍ ରେ ଇଂଲଣ୍ଡ ଶୋଚନୀୟ ପରାଜୟ ହୋଇଥିଲା। ଏହି ବିଜୟ ପରେ ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି। ତେବେ ଭାରତ-ଇଂଲଣ୍ଡ ସିରିଜର…

ବୁମରାହଙ୍କ ସ୍ଥାନ ପୂରଣ କରିବେ ଏହି ଖେଳାଳି! ଚତୁର୍ଥ ଟେଷ୍ଟରେ ମିଳିପାରେ ବଡ଼ ସୁଯୋଗ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଦଳରୁ ବାଦ୍ ପଡ଼ିଛନ୍ତି ଦଳର ଉପ-ଅଧିନାୟକ ଜଶପ୍ରୀତ ବୁମରାହ । ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଏହି ମ୍ୟାଚରେ ବୁମରାହଙ୍କୁ ବିଶ୍ରାମ ଦେବା ପାଇଁ ନିଷ୍ପତ୍ତି ନେଇଛି…

ବିଜୟ ପରେ ବି ବଦଳିିବ ଭାରତର PLaying-11: ଏହି ଦୁଇ ଖେଳାଳିଙ୍କୁ ଦଳରୁ ବାହାର କରିବେ ରୋହିତ!

ନୂଆଦିଲ୍ଲୀ: ରାଜକୋଟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଏକ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ୪୩୪ ରନର ବୃହତ୍ ବିଜୟ ସହ ସିରିଜରେ ୨-୧ରେ ଆଗୁଆ ରହିଛି ରୋହିତ ସେନା । ଏହାପରେ ଚତୁର୍ଥ ଟେଷ୍ଟ ପାଇଁ ରାଞ୍ଚି ମଇଦାନରେ…

IND vs ENG ଆଗାମୀ ଟେଷ୍ଟରୁ ବାଦ୍ ପଡ଼ିବେ ବୁମରାହ: କିଏ ହେବେ ସିରାଜଙ୍କ ବୋଲିଂ ପାର୍ଟନର?

ଓଡ଼ିଶା ଭାସ୍କର: ତୃତୀୟ ଟେଷ୍ଟ ବିଜୟ ପରେ ସରିଜରେ ୨-୧ରେ ଆଗୁଆ ରହିଛି ଟିମ ଇଣ୍ଡିଆ । ତେବେ ଏହି ସମୟରେ ସିରିଜର ଆଗାମୀ ଟେଷ୍ଟକୁ ନେଇ ଏବେ ବଡ଼ ଅପଡେଟ ସାମ୍ନାକୁ ଆସିଛି । ଟିମ ଇଣ୍ଡିଆର ୟର୍କର କିଙ୍ଗ ଜଶପ୍ରୀତ ବୁମରାହ…

କ୍ରିକେଟ ଇତିହାସରେ ପ୍ରଥମ ଥର… ICC ଟେଷ୍ଟ ରାଙ୍କିଙ୍ଗରେ ଇତିହାସ ରଚିଲେ ବୁମରାହ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ଏକ ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି । ଆଇସିସି ତରପରୁ ଜାରି ହୋଇଥିବା ତାଜା ରାଙ୍କିଙ୍ଗରେ ଏହି ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି ବୁମରାହ ।…

IND vs ENG ତୃତୀୟ ଟେଷ୍ଟ ଖେଳିବେନି ବୁମରାହ: ଉପ-ଅଧିନାୟକଙ୍କୁ ନେଇ BCCIର ବଡ଼ ସଂକେତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ୧୦୬ ରନରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଏହି ଦ୍ୱିପାକ୍ଷିକ ଟେଷ୍ଟ ସିରିଜରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ୱିକେଟ ହାସଲ କରିଛନ୍ତି ଦଳର ଉପ-ଅଧିନାୟକ ଜଶପ୍ରୀତ…

ଇଂରେଜ ସେନା ଉପରେ ‘ବୁମରାହ ଆଟାକ୍’: ୨୫୩ ରନରେ ଅଟକିଲା ଇଂଲଣ୍ଡ ଟିମ୍

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର କମବ୍ୟାକ କରିଛି ଟିମ ଇଣ୍ଡିଆ । ପ୍ରଥମ ଟେଷ୍ଟ ପରାଜୟର ପ୍ରତିଶୋଧ ନେବା ପାଇଁ ମଞ୍ଚ ପ୍ରସ୍ତୁତ କରିସାରିଛି ରୋହିତ ସେନା । ୟର୍କର କିଙ୍ଗ ଜଶପ୍ରୀତ ବୁମରାହଙ୍କ…