(Video) ଜୟ ଶ୍ରୀରାମ… ରାମଲାଲାଙ୍କୁ ଦେଖି ମୋଦୀ ରୋକି ପାରିଲେନି ଆଖିର ଲୁହ: କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ଜାରି ରହିଛି ଦଶରଥ ନନ୍ଦନ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା । ସେଥିପାଇଁ କେବଳ ଅଯୋଧ୍ୟା ନୁହେଁ, ସାରା ଦେଶ ଆଜି ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଛି । ସମସ୍ତ…
