ଆଜିଠୁ ଆରମ୍ଭ ହେଉଛି ନବରାତ୍ରି ପୂଜା, ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ କଳସ ସ୍ଥାପନା ପାଆନ୍ତୁ ମା’ ଦୁର୍ଗାଙ୍କ ଆଶୀର୍ବାଦ
ଓଡିଶାଭାସ୍କର: ଆଜିଠାରୁ ଆରମ୍ଭ ହେଉଛି ମା'ଙ୍କ ନବରାତ୍ରି ପୂଜା। ଆଉ ଏହି ପୂଜାର ଏକ ଭିନ୍ନ ରୀତିନୀତି ରହିଛି। ସଠିକ୍ ଉପାୟରେ ପୂଜା ନକଲେ ମା'ଙ୍କ କ୍ରୋଧର ଶିକାର ହୋଇପାରନ୍ତି। ତେଣୁ ଆସନ୍ତୁ ଜାଣିବା ନବରାତ୍ରି…

