‘କାଚ୍ଚା ବାଦାମ’ ରିଲ୍ସର ହଟ୍ ଗାର୍ଲ ଅଞ୍ଜଳୀଙ୍କର ଦୁଇଟି ବୟଫ୍ରେଣ୍ଡ! ଜାଣିବା ପରେ ମାଆ କ୍ରୋଧରେ କହିଲେ, ‘ଦୂରେଇ ରୁହ’
ନୂଆଦିଲ୍ଲୀ: ‘କାଚ୍ଚା ବାଦାମ’ ଗୀତର ରିଲ୍ସ ବନାଇ ରାତାରାତି ସୋସିଆଲ ମିଡ଼ିଆରେ ଅନେକ ଯୁବତୀ ଷ୍ଟାର ବନିଯାଇଥିଲେ । ସେମାନଙ୍କ ମଧ୍ୟରେ ଜଣେ ଥିଲେ ହଟ୍ ଗାର୍ଲ ଅଞ୍ଜଳୀ ଆରୋରା । ବର୍ତ୍ତମାନ ସମୟରେ ଅଞ୍ଜଳୀ ଏକତା…
