ଜଜଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଲେ ଅଭିନେତା, କହିଲେ ମତେ ବିଷ ଦେଇ ଦିଅ…
ନୂଆଦିଲ୍ଲୀ: ମତେ ବିଷ ଦେଇ ଦିଅ, ମୁଁ ଏ ଜୀବନ ବଞ୍ଚିବାକୁ ଚାହୁଁନି। ମୋ ହାତରେ ଫଙ୍ଗସ ହୋଇଗଲାଣି। ଦେହ ଗନ୍ଧ ହେଉଛି। ହାତ ଯୋଡ଼ି ନେହୁରା ହେଉଛି ମତେ ବିଷ ଦେଇ ମାରିଦିଅ।
ଏଭଳି ଗୁହାରି କରିଛନ୍ତି କନ୍ନଡ ଅଭିନେତା…

