4 ସ୍ବାମୀଙ୍କ ଗୋଟିଏ ରାଣୀ….ଦେଖିବାକୁ ସୁନ୍ଦର, ହାଇଟ୍ ଲମ୍ବା; ବ୍ୟାଙ୍କରେ କୋଟି କୋଟି ଟଙ୍କା, ଜାଣନ୍ତୁ କେମିତି ଧରାପଡ଼ିଲା ‘ଲୁଟେରୀ…
ଲକ୍ଷ୍ନୌ: ଉତ୍ତର ପ୍ରଦେଶର କାନପୁର ପୋଲିସ ଜଣେ ‘ଲୁଟେରୀ ଦୁଲ୍ହନ’କୁ ଗିରଫ କରିଛି। ଏହି ମହିଳା ଚାରି ଥର ବିବାହ କରିଛନ୍ତି, 12 ରୁ ଅଧିକ ପୁରୁଷଙ୍କୁ ଫସାଇଛନ୍ତି ଏବଂ ବ୍ଲାକମେଲ୍ କରି କୋଟି କୋଟି ଟଙ୍କା ହଡ଼ପ…
