Breaking News ପୂର୍ବତନ ISRO ମୁଖ୍ୟଙ୍କ ପରଲୋକ, 84 ବର୍ଷ ବୟସରେ ଦେହାନ୍ତ Ankita Apr 25, 2025 ନୂଆଦିଲ୍ଲୀ: ପୂର୍ବତନ ISRO ଅଧ୍ୟକ୍ଷ କୃଷ୍ଣସ୍ୱାମୀ କସ୍ତୁରିରଙ୍ଗନଙ୍କର ଆଜି ଦେହାନ୍ତ ହୋଇଛି । ସେ 84 ବର୍ଷ ବୟସରେ ତାଙ୍କ ବେଙ୍ଗାଲୁରୁ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସକାଳ ପ୍ରାୟ 10ଟାରେ ତାଙ୍କର…