କୀବୋର୍ଡରେ ଗୋଟିଏ ଲାଇନରେ କାହିଁକି ନଥାଏ ABCD, ଜାଣନ୍ତୁ QWERTY ଲେଆଉଟର ରୋଚକମୟ କଥା
Keyboard: ଆମେ ପ୍ରତିଦିନ ମୋବାଇଲ୍ କିମ୍ବା କମ୍ପ୍ୟୁଟରରେ କୀବୋର୍ଡ ବ୍ୟବହାର କରୁଛୁ, କିନ୍ତୁ କେବେ ଭାବିଛନ୍ତି କି, କୀବୋର୍ଡରେ ଅକ୍ଷରଗୁଡ଼ିକ ABCD ଭଳି ସିଧା ଲାଇନ୍ରେ କାହିଁକି ନଥାଏ? ବିଦ୍ୟାଳୟରେ ଯେପରି ଆମକୁ…
