“ଭାରତ ସହ ଯୁଦ୍ଧ ହେବ ମାନେ ହେବ, ୟାକୁ କେହି ରୋକିପାରିବେନି”, ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ
ଇସଲାମାବାଦ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ପୁଣି ଥରେ ତାଙ୍କର ଧମକପୂର୍ଣ୍ଣ ଶୈଳୀ ଦେଖାଇଛନ୍ତି। ସାଧାରଣତଃ ତାଲିବାନକୁ ଧମକ ଦେଉଥିବା ଆସିଫ ଏଥର ଭାରତକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ…
