Bollywood News: ବାଗୀ-4 ଫ୍ଲପ୍ ! ଏବେ ସଲମାନଙ୍କ ‘ଶତ୍ରୁ’ ସହ ଏକାଠି ହେବେ ସଞ୍ଜୟ ଦତ୍ତ, ହେବ ଧମାକା
ମୁମ୍ବାଇ: ଏବେ ସଞ୍ଜୁ ବାବାଙ୍କ ପାଳି। ତାଙ୍କ ହାତରେ ବର୍ତ୍ତମାନ ଅନେକ ବଡ଼ ବଡ଼ ଫିଲ୍ମ ଅଛି। ସେ ଅଧିକାଂଶ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରନ୍ତି। କେବଳ ବଲିଉଡ ନୁହେଁ, ସେ ଅନେକ ଶାଉଥ ଫିଲ୍ମରେ ମଧ୍ୟ ନଜର…

