ଆପଣଙ୍କର କିଡନୀ ଖରାପ ହେଲେ ଜାଣିବେ କିପରି? ଏ କ୍ଷେତ୍ରରେ ଦେଖାଦେଇଥାଏ ୧୩ଟି ବଡ଼ ଲକ୍ଷଣ, ଆଗୁଆ ସତର୍କ ରୁହନ୍ତୁ
ମଣିଷ ପାଇଁ କିଡନୀ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଶରୀରର ମଇଳା ପଦାର୍ଥକୁ ଫିଲ୍ଟର କରାଇବା ହେଉଛି ଏହାର ମୁଖ୍ୟ କାର୍ଯ୍ୟ । ତେଣୁ କିଡନୀରେ କୌଣସି ପ୍ରକାରର ସମସ୍ୟା ଦେଖାଦେଲେ ମଣିଷ ରୋଗଗ୍ରସ୍ତ ହୋଇଥାଏ । ଅନେକ ସମୟରେ…
