ଗରିବ ଲୋକ ପାଉନାହାନ୍ତି, ହେଲେ ୫.୭୫ ଲକ୍ଷ ମୃତକଙ୍କ ନାଁରେ ରାସନକାର୍ଡ ରହିଛି
ଭୁବନେଶ୍ୱର: ରାସନ କାର୍ଡ ଇ-କେଓ୍ୱାଇସି ପରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ। ରାଜ୍ୟରେ ଅନେକ ଗରିବ ଅଛନ୍ତି ଯେଉଁମାନଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚି ପାରୁନାହିଁ। ହେଲେ ଏଠି ମଲା ଲୋକଙ୍କ ନାଁରେ ରାସନ କାର୍ଡ…

