Breaking News ଶ୍ରମିକଙ୍କ ପୁଅ ହେଲେ ଜଜ୍, ପରିବା ବିକିବା ସହ ଜାରି ରଖିଥିଲେ ପାଠପଢ଼ା Abinash Kumar Dhal May 1, 2022 ଆଜି ଶ୍ରମିକ ଦିବସ । ଆଉ ଆଜି ଶ୍ରମିକ ଦିବସରେ ଏକ ପ୍ରେରଣାଦାୟୀ ଖବର ଏହାଠାରୁ କ’ଣ ହୋଇପାରେ ଯେ ଜଣେ ଶ୍ରମିକଙ୍କ ପୁଅ ଜଜ୍ ହୋଇଛନ୍ତି । ତାହା ପୁଣି ଟପ୍ ରାଙ୍କରେ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଏମପିଏଚସି…