ବେଦାନ୍ତ ଆଲୁମିନିୟମ ପକ୍ଷରୁ ଲାଞ୍ଜିଗଡ଼ କାର୍ଯ୍ୟକ୍ଷେତ୍ରରେ କ୍ୟାନ୍ସର ସଚେତନତା ଅଭିଯାନ
କଳାହାଣ୍ଡି: ଏବେ ଘରେ ଘରେ କ୍ୟାନ୍ସର ରୋଗ ନିଜର କାୟା ବିସ୍ତାର କରିସାରିଲାଣି। ଯେକୌଣସି ଜାଗାରେ ଦେଖନ୍ତୁ ନା କାହିଁକି କର୍କଟ ରୋଗୀ ନିଶ୍ଚିତ ଥିବେ। ଆଉ ଏହି ମାରାତ୍ମକ କ୍ୟାନ୍ସର ରୋଗର କୌଣସି ଔଷଧ ନଥିବା ବେଳେ…
