କମ ବର୍ଷା ଯୋଗୁଁ ଫେବୃଆରୀରୁ ଡହଳ ବିକଳ କରିବ ଖରା, ଚିନ୍ତାରେ ଗହମ ଚାଷୀ, ସତର୍କ କଲା IMD
ଓଡିଶାଭାସ୍କର: ଫେବୃଆରୀ ମାସରେ ଦେଶର ପାଗ ସ୍ୱାଭାବିକଠାରୁ ଅଧିକ ଉଷ୍ମ ଏବଂ ବର୍ଷାର ଅଭାବ ରହିବ ବୋଲି ଭାରତ ପାଣିପାଗ ବିଭାଗ (IMD) ଶନିବାର ଦିନ କହିଛି।
ବିଶେଷକରି ହିମାଳୟ ଅଞ୍ଚଳରେ ଶୁଷ୍କ ଶୀତ ଜଳବାୟୁ…
