ଚିପ୍ସ ପ୍ୟାକେଟ ଠାରୁ ବି ଶସ୍ତା ଏଠି ପେଟ୍ରୋଲର ଦାମ, ମାତ୍ର ୩ ଟଙ୍କାରେ ମିଳୁଛି ଲିଟର ତେଲ; ସହଜରେ ବିଶ୍ୱାସ କରିପାରିବେନି
ନୂଆଦିଲ୍ଲୀ: ସାରା ବିଶ୍ୱରେ ପେଟ୍ରୋଲ ମୂଲ୍ୟ ପ୍ରତିଦିନ ପରିବର୍ତ୍ତନ ହୁଏ। ସର୍ବଶେଷ ତଥ୍ୟ ଅନୁଯାୟୀ, ବିଶ୍ୱର ସବୁଠାରୁ ଶସ୍ତା ପେଟ୍ରୋଲ ବର୍ତ୍ତମାନ ଲିବିଆ ଏବଂ ଇରାନରେ ବିକ୍ରି ହୁଏ। ଏଠାରେ ମୂଲ୍ୟ ପ୍ରତି ଲିଟର…
