ସକାଳୁ ସକାଳୁ ଭୟଙ୍କର ନିଆଁ, ହୁତୁହୁତୁ ହୋଇ ଜଳୁଛି LIC ଅଫିସ୍, ପୋଡ଼ି ଜଳି ପାଉଁଶ ହୋଇଗଲାଣି କାଗଜପତ୍ର
ବ୍ରହ୍ମପୁର: ସକାଳୁ ସକାଳୁ ଭୟଙ୍କର ନିଆଁ। ହୁତୁହୁତୁ ହୋଇ ଜଳୁଛି LIC ଅଫିସ୍। ଆଉ ପୋଡି ଜଳି ପାଉଁଶ ହୋଇ ଗଲାଣି ଅନେକ ଦରକାରୀ କାଗଜ ପତ୍ର।
ନିଆଁ ଲାଗିଛି ବ୍ରହ୍ମପୁରର ଖୋଡ଼ାସିଙ୍ଗି ଡିଭିଜନରେ ଥିବା LIC ଅଫିସରେ।…

