ବାଦ ପଡ଼ିଲେ ଶୁଭମନ ଗିଲ! ତେବେ କିଏ ହେବ କ୍ୟାପ୍ଟେନ? ପ୍ଲେଇଂ 11ରେ ଟିମରୁ ବାହାରେ ଥିବା ଖେଳାଳିଙ୍କର ହୋଇପାରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି
ନୂଆଦିଲ୍ଲୀ: ରବିବାର (୧୬ ନଭେମ୍ବର) କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୦ ରନରେ ପରାଜୟ ବରଣ କରିଛି। ଆୟୋଜକ ଦଳ ଏବେ…
