Browsing Tag

liku sahu

ବ୍ଲକ ଅଧ୍ୟକ୍ଷ ଆସନରେ ଫୁଟିଲା ପଦ୍ମ; ଆଉ କାମ କରୁନି ନବୀନଙ୍କ ଯାଦୁ, ବିଜେଡ଼ି ଗଡ଼ ପାଲଟିଲା ବିଜେଡ଼ି ଶୂନ୍ୟ

ଭୁବନେଶ୍ୱର: ପୁଣି ବିଜେପିର ବିଜୟ। ଧର୍ମଶାଳା ବ୍ଳକ ଅଧ୍ୟକ୍ଷ ପଦବୀରେ ଫୁଟିଲା ଫୁଲ। ଧର୍ମଶାଳା ପଞ୍ଚାୟତ ସମିତି ଅଧକ୍ଷ ପଦ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହେଇଥିଲା। ଯେଉଁଥିରେ ଭାରତୀୟ ଜନତା ପାର୍ଟିର ଏକ ବୃହତ୍…