ଜିନିଷ ଅର୍ଡର କରି ଲୋକେସନ ଦେବା ମାତ୍ରେ କିପରି ସଙ୍ଗେ ସଙ୍ଗେ ଜିନିଷ ଘରେ ପହଞ୍ଚିଯାଏ? କିଭଳି କାମ କରିଥାଏ ଏହି ଲୋକେସନ ଟ୍ରାକିଙ୍ଗ?
ଓଡିଶା ଭାସ୍କର: ଲୋକେସନ ଟ୍ରାକିଂ ଗୋଟିଏ ପ୍ରଯୁକ୍ତିବିଦ୍ୟା ନୁହେଁ, ବରଂ ଅନେକ ଭିନ୍ନ ପ୍ରଯୁକ୍ତିର ମିଶ୍ରଣ। ଏହା ବର୍ତ୍ତମାନ ଲୋକଙ୍କର ସବୁ କାମକୁ ସହଜ କରିଦେଉଛି।ତେବେ ଏହା କିପରି କାମ କରିଥାଏ ଆସନ୍ତୁ ସେ ବାବଦରେ…
