ଖବର କାର ଭିତରେ ବନ୍ଦ ହୋଇ, ଶ୍ୱାସରୁଦ୍ଧ କାରଣରୁ ୪ ପିଲାଙ୍କ ମୃତ୍ୟୁ Subhasmita Das May 19, 2025 ଆନ୍ଧ୍ରପ୍ରଦେଶ: ଅକାରଣେ ଚାଲିଗଲା ନିରୀହ ଛୁଆଙ୍କ ଜୀବନ। କାର ଭିତରେ ବସି ଖେଳୁଥିଲେ। ହେଲେ କାରର ଡୋର ଲକ ହୋଇଯିବ ବୋଲି ସେମାନେ କ'ଣ ଜାଣିଥିଲେ। ଆଉ ସେହି କାର ଭିତରେ ନିଶ୍ୱାସ ନ ନେଇ ପାରି ୪ ଜଣ ୟାକର ଜୀବନ…