Relationship Tips: ଲଙ୍ଗ୍ ଡିଷ୍ଟାନ୍ସ ରିଲେସନସିପକୁ ଇଣ୍ଟ୍ରେଷ୍ଟିଂ କରିବାକୁ ଚାହୁଁଛନ୍ତି କି ? ସମ୍ପର୍କକୁ ଦୃଢ଼ କରିବା ପାଇଁ ଆପଣାନ୍ତୁ…
ଓଡ଼ିଶା ଭାସ୍କର: ଲଙ୍ଗ୍ ଡିଷ୍ଟାନ୍ସ ରିଲେସନସିପରେ ପ୍ରେମ ଓ ବିଶ୍ୱାସକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରଖିବା କଷ୍ଟକର ହୋଇଥାଏ । ଏଥିରେ ପାର୍ଟନର ପରସ୍ପର ଠାରୁ ଦୂରେଇ ରହିବା ଯୋଗୁଁ ସମ୍ପର୍କରେ ଇଣ୍ଟ୍ରେଷ୍ଟ ଶେଷ…
