(video) ବାପରେ ବାପ କେତେ ବଡ଼ ସାପ, ମାଛ ଧରିବାକୁ ପକାଇଥିଲେ ଜାଲ, ଫସିଗଲା ୨୦ ଫୁଟର ଅଜଗର
ପାଟନା: ମାଛ ଧରିବାକୁ ବସିଥିଲା ଜାଲ। ପଡ଼ିଗଲା ବିରାଟକାୟ ଅଜଗର। ବିହାରର ବାଙ୍କା ଜିଲ୍ଲାର ଚନ୍ଦନ ନଦୀରେ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ଜାଲ ବିଛାଇଥିଲେ। ସେମାନେ କିଛି ବଡ଼ ମାଛ ପାଇବାର ଆଶା କରୁଥିଲେ,…

