ଜାଣନ୍ତି କି ଭାରତର ସକାଧିକ ରାଜ୍ୟ ଦେଇ ପ୍ରବାହିତ ହେଉଥିବା ସବୁଠାରୁ ଲମ୍ବା ନଦୀର ନାମ କ’ଣ? ୯୯% ଲୋକ ଜାଣିନଥିବେ ଉତ୍ତର
Longest River of India: ଭାରତକୁ ନଦୀର ଦେଶ କୁହାଯାଏ। ଏଠାରେ ଛୋଟ-ବଡ ପ୍ରାୟ ୨୦୦ ମୁଖ୍ୟ ନଦୀ ଅଛି। ଭାରତରେ ଥିବା ନଦୀଗୁଡ଼ିକର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି। ଏଠାରେ ଥିବା ନଦୀଗୁଡିକୁ ପବିତ୍ର, ଶେଷ୍ଠ ଏବଂ…
