ଜାଣିଛନ୍ତି କି ମହାଦେବଙ୍କ ତିନି ଝିଅ ନାମ କଣ? ଅଧେଙ୍କୁ ଜଣା ନାହିଁ ଉତ୍ତର, ଆପଣ ମଧ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ
Daughter Of Lord Shiv: ହିନ୍ଦୁ ଧର୍ମରେ ଶିବଙ୍କୁ ତ୍ରିଶକ୍ତି ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ। ଶିବ ଶବ୍ଦର ଅର୍ଥ ହେଉଛି ଶୁଦ୍ଧ, ପବିତ୍ର। ଆମେ ସମସ୍ତେ ଜାଣୁ ଯେ ଭଗବାନ ଶିବଙ୍କ ପୁତ୍ର ବାବଦରେ ଜାଣିଥିବେ…
