IND W vs SA W; ସାଉଥ ଆଫ୍ରିକା ଠାରୁ ପରାଜୟ ପରେ ବଢ଼ିଲା ଟିମ୍ ଇଣ୍ଡିଆର ସମସ୍ୟା, ବିଶ୍ୱକପ୍ରୁ ବାଦ୍ ପଡ଼ିବ କି ଦଳ
ଓଡ଼ିଶାଭାସ୍କର:ଗୁରୁବାର ଦିନ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ICC ମହିଳା ODI ବିଶ୍ୱକପର ଦଶମ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ହରମନପ୍ରୀତ କୌର ଏବଂ ତାଙ୍କ ଦଳ 251 ରନ କରିଥିଲେ, ଯେଉଁଥିରେ ରିଚା…

