Alcohol Rate Hike: ମହଙ୍ଗା ହେଲା ମଦ; ଏପ୍ରିଲ 1ରୁ ବଢିଯିବ ଏତେ ଟଙ୍କା, ଦାମ ଦେଖି ମଦୁଆଙ୍କ ଉଡ଼ିଯିବ ହୋସ୍
ଲକ୍ଷ୍ନୌ: ୟୁପି କ୍ୟାବିନେଟ ରାଜ୍ୟର ନୂତନ ଅବକାରୀ ନୀତିକୁ ଅନୁମୋଦନ କରିଛି। ୧ ଏପ୍ରିଲରୁ, ୟୁପିରେ ଦେଶୀ ମଦର ମୂଲ୍ୟ ପ୍ରାୟ ୫ ଟଙ୍କା ବୃଦ୍ଧି ପାଇବ। ୩୬% ଆଲକୋହଲ ଥିବା ଦେଶୀ ମଦ ୧୬୫ ଟଙ୍କାରୁ ୧୭୩ ଟଙ୍କାକୁ ବୃଦ୍ଧି…
