ସବୁଠୁ ଅଧିକ ଦାମରେ ବିକ୍ରିହୁଏ ଏହି ମାଛର ଅଣ୍ଡା, କିନ୍ତୁ କାହିଁକି, ଜାଣନ୍ତୁ ଏହା ପଛର ରହସ୍ୟ
Most Expensive Fish Eggs: ବିଶ୍ୱର ସବୁଠାରୁ ମହଙ୍ଗା ମାଛ ଅଣ୍ଡା ହେଉଛି କାଭିୟାର୍। ଏମାନଙ୍କୁ ପ୍ରାୟତଃ ବ୍ଲାକ୍ ଗୋଲ୍ଡ କୁହାଯାଏ। ସବୁଠାରୁ ବିରଳ ପ୍ରଜାତିର ଆଲମାସ୍ କାଭିୟାର କିଲୋ ପ୍ରତି ୨.୫ ନିୟୁତରୁ ୩ ନିୟୁତ…
