ଏନକାଉଣ୍ଟରରେ ନକ୍ସଲ କମାଣ୍ଡର ହିଡମା ନିହତ! ଯାହାର ମୁଣ୍ଡ ପାଇଁ ସରକାର ରଖିଥିଲେ ୧ କୋଟି ଟଙ୍କା ପୁରସ୍କାର
ନୂଆଦିଲ୍ଲୀ: ସୁରକ୍ଷା ବାହିନୀ କୁଖ୍ୟାତ ମାଓବାଦୀ କମାଣ୍ଡର ମାଡଭି ହିଡମା (୪୩)ଙ୍କୁ ହତ୍ୟା କରିଛନ୍ତି। ୪୩ ବର୍ଷୀୟ ଏହି ବ୍ୟକ୍ତି ୨୦୧୩ ଦରଭା ଉପତ୍ୟକା ହତ୍ୟାକାଣ୍ଡ ଏବଂ ୨୦୧୭ ସୁକମା ଆମ୍ବୁସ୍ ସମେତ ଅତି କମରେ ୨୬ଟି…
