୧୪୦୦ ଲୋକଙ୍କ ଜୀବନ ନେବା ପରେ, ଆଫଗାନିସ୍ତାନରେ ଆଉ ଏକ ଭୟଙ୍କର ଭୂମିକମ୍ପ, ଜାଣନ୍ତୁ ଏବେ ଏହାର ତୀବ୍ରତା କେତେ?
ଆଫଗାନିସ୍ତାନ: ଆଫଗାନିସ୍ତାନର ପୂର୍ବ ଭାଗରେ ପୁଣି ଥରେ ଭୂମିକମ୍ପର ଝଟକା । ମଙ୍ଗଳବାର ସନ୍ଧ୍ୟାରେ ହିନ୍ଦୁକୁଶ ଅଞ୍ଚଳରେ ଏହି ଭୂମିକମ୍ପ ହୋଇଥିଲା।
ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେକର୍ଡ କରାଯାଇଥିଲା।…

