ଟିମ୍ ଇଣ୍ଡିଆ ଉପରେ ବି ମହାଦେବଙ୍କ କୃପା, ପାକିସ୍ତାନ ବି ମାନିଗଲା ଶିବଙ୍କ ପାଇଁ ହାରିଲା ମ୍ୟାଚ୍!
ଓଡିଶାଭାସ୍କର: ଫେବୃଆରୀ ୧୫ ତାରିଖରେ ଅର୍ଥାତ୍ ଗତକାଲି ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଏହା ମହାଶିବରାତ୍ରି ମଧ୍ୟ ଥିଲା, ଯାହା ମ୍ୟାଚ୍ ର ଉତ୍ସାହକୁ ଆହୁରି ବଢ଼ାଇ ଦେଇଥିଲା।
କଲମ୍ବୋର ପ୍ରେମଦାସା…
