ସରକାରଙ୍କ ବଡ଼ ଘୋଷଣା; ବିନା PUCରେ ଆଉ ମିଳିବନି ପେଟ୍ରୋଲ, ଜାଣନ୍ତୁ କାହିଁକି ନେଲେ ଏଭଳି ନିଷ୍ପତ୍ତି …???
ମୁମ୍ବାଇ: ଆଜିକାଲି ମହାରାଷ୍ଟ୍ରରେ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ସରକାର କ୍ରମାଗତ ଭାବରେ ହ୍ରାସ ପାଉଥିବା ବାୟୁ ପ୍ରଦୂଷଣ ସ୍ତରକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଖୁବ୍ ଶୀଘ୍ର, ରାଜ୍ୟର…

