ମକର ସଂକ୍ରାନ୍ତିରେ ଏହି ଜିନିଷ ଦାନ କରି ଅର୍ଜନ କରନ୍ତୁ ଶନି ଦେବଙ୍କ କୃପା, କମ ହେବ ସାଢେସାତୀର ପ୍ରଭାବ
ଆସନ୍ତାକାଲି ଅର୍ଥାତ୍ ୧୫ ଜାନୁଆରୀରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯିବ। ଏହି ଦିନ ସୂର୍ଯ୍ୟଙ୍କ ଗତି ଉତ୍ତରା ହୋଇଥାଏ। ଏହି ଦିନ ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରନ୍ତି।ପୌରାଣିକ ବିଶ୍ୱାସ ଅନୁଯାୟୀ, ଏହି ଦିନ…
