ମକର ସଂକ୍ରାନ୍ତିରେ ବିହାରବାସୀ ସେବନ କରିଥାନ୍ତି ‘ଦହି- ଚୁଡ଼ା’, ଜାଣନ୍ତୁ କାହିଁକି ?
ଓଡ଼ିଶା ଭାସ୍କର: ମକର ସଂକ୍ରାନ୍ତି ଏକ କୃଷି ଭିତ୍ତିକ ପର୍ବ । ଦେଶରେ ବିଭିନ୍ନ ସ୍ଥାନରେ ମକର ସଂକ୍ରାନ୍ତି ସହ ଜଡ଼ିତ ପରମ୍ପରା ପ୍ରଚଳିତ । ଅଧିକାଂଶ ଅଂଚଳରେ ମକର ସଂକ୍ରାନ୍ତିକୁ ନୂତନ ବର୍ଷର ଆରମ୍ଭ ଭାବରେ ବିବେଚିତ…
