Heavy Rain Alert; ଡବଲ ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା, ଆଜିଠୁ ବଡ଼ ବର୍ଷା, ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର: ଓଡ଼ିଶାକୁ ଭୀଷଣ ଭାବରେ ଭିଜାଇବ ଡବଲ ଲଘୁଚାପ। ପଶ୍ଚିମବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ବର୍ଷା ହେଉଥିବା ବେଳେ ଆଜି କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଗୋଟେ ଲଘୁଚାପ କ୍ଷେତ୍ର।
ଏହା…

