ଅକ୍ଟୋବର ୨ରେ ସବୁ ଅପେକ୍ଷାର ଘଟିବ ଅନ୍ତ… କାରଣ ଏହି ଦିନ ରିଲିଜ ହେବ “କାନ୍ତାରା Chapter-1”
ଚେନ୍ନାଇ: ଏଥର ଦଶହରାରେ ପ୍ରେକ୍ଷାଳୟକୁ ଓହ୍ଲାଇବ କାନ୍ତାରା ଚାପ୍ଟର-୧ । ଆଜି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି, ଯାହାକୁ ଲୋକଙ୍କ ଭଲପାଇବାରେ ମିଳିବାରେ ଲାଗିଛି ।
୨୦୨୨ରେ ରିଲିଜ ହୋଇଥିବା କାନ୍ତାରା ସୁପର ହିଟ୍…

