ପୁରୁଷଙ୍କ ମଧ୍ୟରେ Pregnancy ଟେଷ୍ଟ ପଜିଟିଭ ଆସିଲେ ସାବଧାନ ! ହୋଇପାରେ କ୍ୟାନ୍ସର, ଡାକ୍ତରଙ୍କୁଠୁ ଜାଣନ୍ତୁ ଏହାର ଲକ୍ଷଣ ଓ କାରଣ
ଓଡ଼ିଶା ଭାସ୍କର: ଆପଣ କେବେ କଳ୍ପନା କରିଛନ୍ତି କି ପୁରୁଷମାନେ ମଧ୍ୟ ପ୍ରେଗ୍ନେସି ଟେଷ୍ଟରେ ପଜିଟିଭି ଆସିପାରନ୍ତି? ମହିଳାଙ୍କ ପାଇଁ ପଜିଟିଭ୍ ଟେଷ୍ଟକୁ ଖୁସି ଖବର କୁହାଯାଏ। ହେଲେ ପୁରୁଷମାନଙ୍କ ପାଇଁ ଏହା ଘାତକ…

