ସ୍ତ୍ରୀ’ର ମୁଣ୍ଡ-ଗଣ୍ଡି ଅଲଗା କଲାପରେ ମୃତଦେହକୁ ଟିକ୍-ଟିକ୍ କରି ୧୭ ଖଣ୍ଡ କଲା ଆଉ ତା’ ପରେ…
ମୁମ୍ବାଇ: ମହାରାଷ୍ଟ୍ର ଭିୱାନି ସହରରୁ ଏକ ଲୋକଟଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ତାହା ନାମକ ଯୁବକ ତା’ ସ୍ତ୍ରୀକୁ କାଟି ଟିକ୍ ଟିକ୍ କରି ପୁଡ଼ିଆ କରି ଏଣେତେଣେ ଅଳିଆ ଗଦାରେ ଫୋପାଡ଼ି ଦେଇଥିବା ପୋଲିସ କହିଛି ।…

